॰ COMPUTER ଏକ ଏଲେକ୍ଟ୍ରୋନିକ MECHIN ଅଟେ // COMPUTER ହିସାବ କରିପରେ ।
॰ COMPUTER ନିଜେ ଫଳା ଫଳ ପ୍ରକାଶ କରିପାରେ । । COMPUTER DATA ସଞ୍ଚୟ କରିପାରେ ।
ୟେହାକୁ DATA PROCESSER ବା SYSTEM କହୁ।
କମ୍ପୁଟର କିପରି କାମକରେ ?
ଆଗରୁ ଜାଣିଥିବେ ଯେ COMPUTER ନିଯେ କିଛି କରିପାରେ ନାହି ।
ଯାହା COMPUTER କୁ INPUT ଦିଆ ଯାଏ ,ସେହି ଅନୁସାରେ ଗଣନା OUTPUT ଦେଇଥାଏ ।
KEYBORD ସାହାଯ୍ୟରେ INPUT କରାଯାଏ । CPU ରେ PROCESSING ହୋଇ ଥାଏ ଆଉ PRINTER ସାହାଜୟରେ OUTPUT ବା ଋଜଲ୍ଟ ଦେଇ ଥାଏ ।
INPUT DEVICE -
COMPUTER ରେ DATA FEED କରିବା ପାଇ INPUT DEVICE ର ପ୍ରୟୋଗ କରାଯାଇଥାଏ ।
ଯେତେବେଲେ COMPUTER କୁ ନିର୍ଦେଶ ଦେଇ ଥାଉ , ସେତେବେଳେ କିଛି INPUT କରି ଥାଉ । MOUSE ୟେବଂ KEYBORD ସର୍ବା ଧିକ ପ୍ରଚଳିତ INPUT DEVICE ଅଟେ । ସ୍କେନ୍ନର ମଧ୍ୟ INPUTE DEVICE ଅଟେ ।
OUTPUT DEVICE -
Output Device ସାହାଯ୍ୟରେ ଆମେ Computer ରେ କରୁଥିବା କର୍ୟର ଫଳାଫଳ ଦେଖିପାରୁ। Monitor ୟେବଂ printer ବିୟତିତ hedphone ୟେବଙ୍ଗ ସ୍ପିକର ମଧ୍ୟ ଆଉଟ୍ ପୁଟ device।
Processing -Computer ରେ ଦୀୟଯାଉଥିବା ନିର୍ଦ୍ଦେଶ ଅନୁସାରେ Cpu ରେ Data processing ହୋଇଥାଏ। Cpu Computer ର ମସ୍ତିସ୍କ।Cpu ର ୩ଟି ୟୁନିଟ ଅଛି ।
୧-Alu(Arithmetical and Logical Unit)
୨-Control Unit
୩-Memory Unit
AlupArothmecal and Logical Unit
ମିସାନ, ଫେଡାନ, ଗୁଣନ, ହରଣ ତଥା-Lagical ଅପରେସନ (<,>,><,<=,>=)ଆଦିସମସ୍ତ ଗଣନା Cpu ର ୟେହି ଭାଗରେ ହୋଇଥାଏ ।
Control Unit -
Cpu ର ୟେହୀ ଭାଗରେ Input,output, Memoryunit ୟେବାଙ୍ଗ processer କାର୍ଯ୍ୟାବଳୀ ଉପରେ ନିୟନ୍ତ୍ରଣ ରଖକଇଥାୟେ ।
Memoryunit-
Computer ର ୟେହିଁ ମେମୋରି,processer ପାଖରେ Data ପହଞ୍ଚାଇ ଥାଏ। କମ୍ପ୍ୟୁଟର ର ମେନ୍ ମେମୋରୀ ରେ ସୂଚନା ଗୁଡ଼ିକ କିଛି ସମୟ ପାଇଁ ରହିଥାଏ। ସବୁବେଳେ ପାଇଁ Data ସଞ୍ଚୟ ପାଇଁ ଫ୍ଲପି Disk,CD ୟେଵଂ Hard disk ର ବିୟବ ହାର ହୋଇଥାଏ।
RAM -
ଏହାର ପୁରା ନାମ ରାଣ୍ଡମ୍ ଅକ୍ସେସ memory। ୟେ ଥିରେ କିଛି ସମୟ ପାଇଁ Data ସଞ୍ଚିତ ହୋଇ ରହିଥାଏ। ଏ ହା ଅସ୍ଥାୟୀ memory (Volatile)ଅଟେ।
ROM-
ଏ ହାର ପୁରା ନାମ READ ONLY MEMORY । ଏ ହା ସ୍ତାୟି MEMORY(non-volatile) memory ଅଟେ। ଏ ଥୀରେ ଥିବା କୌଣସି data କୁ ବଦଳା ଯାଇପାରେ ନାହିଁ।

Comments
Post a Comment